Advertisment
ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୨୮ ତାରିଖ ରବିବାର। ଚନ୍ଦ୍ର - ମୀନ ଅହୋରାତ୍ର। ତିଥି - ୮ମୀ ଦିବା ୧୧.୫୯ ଗତେ ୯ମୀ। ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର। ଘାତବାର – ମେଷ ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୦୭ ରୁ ୦୯.୧୬
ଦିବା – ୦୧.୦୯ ରୁ ୦୩.୦୨
ଦିବା – ୦୩.୪୬ ରୁ ୦୩.୫୧
ରାତ୍ରି – ୦୭.୫୧ ରୁ ୦୯.୩୬
ରାତ୍ରି – ୧୨.୧୪ ରୁ ୦୧.୨୭
ରାତ୍ରି – ୦୩.୦୬ ରୁ ୦୬.୨୪
ଅଶୁଭ ସମୟ -
ରାହୁକାଳ - ଦିବା ୦୩.୫୧ ରୁ ୦୫.୧୨
କାଳବେଳା - ଦିବା ୧୧.୪୮ ରୁ ୦୧.୦୯
ବାରବେଳା - ଦିବା ୧୦.୨୭ ରୁ ୧୧.୪୮
କାଳରାତ୍ରି – ରାତ୍ରି ୦୧.୨୭ ରୁ ୦୩.୦୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)