Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୈାର ମକର ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ତାରିଖ ୨୭ ମଙ୍ଗଳବାର ।
ଚନ୍ଦ୍ର – ମେଷ ଦିବା ୦୪.୪୪ ଗତେ ବୃଷ
ତିଥି - ୯ମୀ ସନ୍ଧ୍ୟା ୦୭.୦୫ ଗତେ ୧୦ମୀ
ଘାତଚନ୍ଦ୍ର – ମେଷ ରାଶିର , ଦିବା ୦୪.୪୪ ଗତେ ବିଛା ରାଶିର
ଘାତବାର – ମକର ରାଶିର
ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୧୧.୦୮ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
ଶୁଭ ସମୟ –
ଦିବା – ୦୯.୧୩ ରୁ ୧୦.୫୨
ଦିବା – ୦୧.୦୫ ରୁ ୦୧.୨୨
ଦିବା – ୦୪.୦୮ ରୁ ୦୪.୪୭
ସନ୍ଧ୍ୟା – ୦୫.୩୧ ରୁ ୦୬.୨୩
ରାତ୍ରି – ୦୮.୫୮ ରୁ ୧୧.୩୩
ରାତ୍ରି – ୦୨.୦୮ ରୁ ୦୩.୫୧
ଅଶୁଭ ସମୟ -
ରାହୁକାଳ – ଦିବା ୦୨.୪୫ ରୁ ୦୪.୦୮
କାଳବେଳା – ଦିବା ୦୧.୨୨ ରୁ ୦୨.୪୫
ବାରବେଳା – ପ୍ରାତଃ ୦୭.୫୦ ରୁ ୦୯.୧୩
କାଳରାତ୍ରି - ସନ୍ଧ୍ୟା ୦୭.୦୮ ରୁ ୦୮.୪୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/panchang-2026-01-27-09-33-50.jpg)