Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୭ ଶୁକ୍ରବାର ।
ଚନ୍ଦ୍ର – ମିଥୁନ ରାତ୍ରି ୦୩.୫୨ ଗତେ କର୍କଟ
ତିଥି - ୧୧ଶୀ ରାତ୍ରି ୧୦.୩୩ ଗତେ ୧୨ଶୀ
ଘାତଚନ୍ଦ୍ର – କନ୍ୟା ରାଶିର ରାତ୍ରି ୦୩.୫୨ ପର୍ଯ୍ୟନ୍ତ
ଘାତବାର – ବିଛା,ଧନୁ ଓ ମୀନ ରାଶିର
ପୁଷ୍କରଦୋଷ - ଦିବା ୧୦.୪୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୦.୩୩ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ
ଶୁଭ ସମୟ -
ପ୍ରାତଃ – ୦୬.୧୧ ରୁ ୦୬.୫୮
ପ୍ରାତଃ – ୦୭.୪୪ ରୁ ୦୯.୦୫
ଦିବା – ୧୨.୨୨ ରୁ ୦୨.୪୧
ଦିବା – ୦୪.୧୪ ରୁ ୦୫.୪୭
ସନ୍ଧ୍ୟା – ୦୭.୨୬ ରୁ ୦୮.୫୩
ରାତ୍ରି – ୦୨.୦୩ ରୁ ୦୪.୩୧
ଅଶୁଭ ସମୟ -
ରାହୁକାଳ - ଦିବା ୧୦.୩୨ ରୁ ୧୧.୫୯
କାଳବେଳା - ଦିବା ୧୦.୩୨ ରୁ ୧୧.୫୯
ବାରବେଳା- ଦିବା ୦୯.୦୫ ରୁ ୧୦.୩୨
କାଳରାତ୍ରି – ରାତ୍ରି ୦୮.୫୩ ରୁ ୧୦.୨୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/27/panchang-2026-02-27-09-23-53.jpg)