ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୭ ତାରିଖ ଶନିବାର। ଚନ୍ଦ୍ର - ମୀନ ଅହୋରାତ୍ର। ତିଥି - ୭ମୀ ଦିବା ୦୧.୧୦ ଗତେ ୮ମୀ। ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୩ପାଦ-କୃଷ,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୦୮ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୧.୧୦ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୪୯ ରୁ ୦୯.୦୫
ଦିବା – ୧୨.୦୯ ରୁ ୦୧.୦୮
ଦିବା – ୦୨.୨୯ ରୁ ୦୩.୦୨
ଦିବା – ୦୩.୪୫ ରୁ ୦୩.୫୧
ରାତ୍ରି – ୦୨.୫୨ ରୁ ୦୩.୪୫
ଅଶୁଭ ସମୟ -
ରାହୁକାଳ - ଦିବା ୦୯.୦୫ ରୁ ୧୦.୨୬
କାଳବେଳା - ପ୍ରାତଃ ୦୬.୨୩ ରୁ ୦୭.୪୪ ଓ ଦିବା ୦୩.୫୧ ରୁ ୦୫.୧୨
ବାରବେଳା - ଦିବା ୦୧.୦୮ ରୁ ୦୨.୨୯
କାଳରାତ୍ରି – ସନ୍ଧ୍ୟା ୦୫.୧୨ ରୁ ୦୬.୫୧ ଓ ନିଶାନ୍ତ ୦୪.୪୪ ରୁ ୦୬.୨୩
Today Panchang 27th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୭ ତାରିଖ ଶନିବାର। ଚନ୍ଦ୍ର - ମୀନ ଅହୋରାତ୍ର। ତିଥି - ୭ମୀ ଦିବା ୦୧.୧୦ ଗତେ ୮ମୀ। ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)