ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଦିବା ୦୩.୨୩ ଗତେ ବିଛା । ତିଥି – ୪ର୍ଥୀ ଦିବା ୦୯.୩୩ ଗତେ ୫ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୦.୦୯ ପର୍ଯ୍ୟନ୍ତ ।
ଶୁଭ ସମୟ
ପ୍ରାତଃ – ୦୫.୩୯ ରୁ ୦୬.୨୭
ପ୍ରାତଃ – ୦୭.୧୫ ରୁ ୦୮.୩୮
ଦିବା – ୧୨.୦୧ ରୁ ୦୩.୧୨
ଦିବା – ୦୪.୦୦ ରୁ ୦୫.୩୫
ସନ୍ଧ୍ୟା – ୦୬.୨୪ ରୁ ୦୮.୩୬
ରାତ୍ରି – ୧୨.୦୨ ରୁ ୦୧.୩୮
ରାତ୍ରି – ୦୨.୨୬ ରୁ ୦୪.୦୩
ଅଶୁଭ ସମୟ
ରାହୁକାଳ - ଦିବା ୧୦.୦୮ ରୁ ୧୧.୩୭
କାଳବେଳା – ଦିବା ୧୦.୦୮ ରୁ ୧୧.୩୭
ବାରବେଳା- ଦିବା ୦୮.୩୮ ରୁ ୧୦.୦୮
କାଳରାତ୍ରି – ରାତ୍ରି ୦୮.୩୬ ରୁ ୧୦.୦୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)