Advertisment
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ। ଇଂରାଜୀ ୨୬ ତାରିଖ ରବିବାର । ଚନ୍ଦ୍ର – ବିଛା ଦିବା ୧୦.୪୬ ଗତେ ଧନୁ । ତିଥି - ୫ମୀ ଅହୋରାତ୍ର । ଘାତଚନ୍ଦ୍ର – ଦିବା ୧୦.୪୬ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ-
ପ୍ରାତଃ – ୦୬.୩୪ ରୁ ୦୮.୫୧
ଦିବା – ୧୨.୫୫ ରୁ ୦୨.୫୫
ଦିବା – ୦୩.୪୧ ରୁ ୦୩.୪୬
ରାତ୍ରି – ୦୭.୪୩ ରୁ ୦୯.୨୪
ରାତ୍ରି – ୧୧.୫୫ ରୁ ୦୧.୦୫
ରାତ୍ରି – ୦୨.୪୦ ରୁ ୦୫.୪୯
ଅଶୁଭ ସମୟ -
ରାହୁକାଳ - ଦିବା ୦୩.୪୬ ରୁ ୦୫.୧୨
କାଳବେଳା - ଦିବା ୧୧.୩୦ ରୁ ୧୨.୫୫
ବାରବେଳା- ଦିବା ୧୦.୦୫ ରୁ ୧୧.୩୦
କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୪୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)