Advertisment

Today Panchang 26th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୬ ତାରିଖ ବୁଧବାର। ଚନ୍ଦ୍ର – ମକର ଅହୋରାତ୍ର। ତିଥି – ୬ଷ୍ଠୀ ରାତ୍ରି ୧୨.୦୨ ଗତେ ୭ମୀ। ଘାତଚନ୍ଦ୍ର - ସିଂହ ରାଶିର ଅହୋରାତ୍ର।

Panchang

Panchang Photograph: (OTV)

Advertisment

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୬ ତାରିଖ ବୁଧବାର। ଚନ୍ଦ୍ର – ମକର ଅହୋରାତ୍ର। ତିଥି – ୬ଷ୍ଠୀ ରାତ୍ରି ୧୨.୦୨ ଗତେ ୭ମୀ। ଘାତଚନ୍ଦ୍ର - ସିଂହ ରାଶିର ଅହୋରାତ୍ର। ଘାତବାର – କର୍କଟ ରାଶିର। ପୁଷ୍କର ଦୋଷ – ରାତ୍ରି ୧୨.୦୨ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
ଶୁଭ ସମୟ-
ପ୍ରାତଃ – ୦୬.୦୫ ରୁ ୦୮.୧୬
ଦିବା – ୧୦.୨୮ ରୁ ୧୧.୩୩
ଦିବା – ୦୧.୨୩ ରୁ ୦୩.୩୪
ସନ୍ଧ୍ୟା – ୦୫.୫୪ ରୁ ୦୬.୪୬
ରାତ୍ରି – ୦୮.୩୧ ରୁ ୦୨.୫୦
ରାତ୍ରି – ୦୯.୨୩ ରୁ ୧୨.୦୦
ରାତ୍ରି – ୦୧.୪୪ ରୁ ୦୩.୨୮
ରାତ୍ରି – ୦୪.୨୮ ରୁ ୦୬.୦୬
ଅଶୁଭ ସମୟ - 
ରାହୁକାଳ - ଦିବା ୧୧.୩୩ ରୁ ୧୨.୫୫
କାଳବେଳା - ଦିବା ୦୮.୪୯ ରୁ ୧୦.୧୧
ବାରବେଳା - ଦିବା ୧୧.୩୩ ରୁ ୧୨.୫୫
କାଳରାତ୍ରି – ରାତ୍ରି ୦୨.୫୦ ରୁ ୦୪.୨୮

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ