Advertisment
ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୨୬ ସୋମବାର। ଚନ୍ଦ୍ର – ମେଷ ଅହୋରାତ୍ର। ତିଥି - ୮ମୀ ରାତ୍ରି ୦୯.୧୮ ଗତେ ୯ମୀ। ଘାତଚନ୍ଦ୍ର – ମେଷ ରାଶିର ଅହୋରାତ୍ର। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ - ନାସ୍ତି।
ଶୁଭ ସମୟ –
ପ୍ରାତଃ – ୦୬.୨୭ ରୁ ୦୭.୫୦
ଦିବା – ୧୦.୫୨ ରୁ ୦୧.୦୫
ଦିବା – ୦୪.୦୮ ରୁ ୦୪.୪୭
ସନ୍ଧ୍ୟା – ୦୬.୨୩ ରୁ ୦୮.୫୮
ରାତ୍ରି – ୧୧.୫୯ ରୁ ୦୩.୦୦
ଅଶୁଭ ସମୟ -
ରାହୁକାଳ – ପ୍ରାତଃ ୦୭.୫୦ ରୁ ୦୯.୧୩
କାଳବେଳା – ପ୍ରାତଃ ୦୭.୫୦ ରୁ ୦୯.୧୩
ବାରବେଳା – ଦିବା ୦୨.୪୫ ରୁ ୦୪.୦୮
କାଳରାତ୍ରି - ରାତ୍ରି ୧୦.୨୨ ରୁ ୧୧.୫୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)