Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୬ ଗୁରୁବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି - ୧୦ମୀ ରାତ୍ରି ୧୨.୩୩ ଗତେ ୧୧ଶୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ - ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୬.୧୨ ରୁ ୦୭.୪୪
ଦିବା – ୧୦.୫୦ ରୁ ୦୧.୦୯
ରାତ୍ରି – ୦୨.୫୩ ରୁ ୦୩.୪୨
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୬ ରୁ ୦୨.୫୩
କାଳବେଳା - ଦିବା ୦୨.୫୩ ରୁ ୦୪.୨୦
ବାରବେଳା- ଦିବା ୦୪.୨୦ ରୁ ୦୫.୪୭
କାଳରାତ୍ରି – ରାତ୍ରି ୧୧.୫୯ ରୁ ୦୧.୩୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)