Panchang Photograph: (OTV)
ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର - କୁମ୍ଭ ରାତ୍ରି ୦୩.୦୯ ଗତେ ମୀନ । ତିଥି - ୬ଷ୍ଠୀ ଦିବା ୦୧.୪୩ ଗତେ ୭ମୀ । ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର , ରାତ୍ରି ୦୩.୦୯ ଗତେ ଧନୁ ରାଶିର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ନାସ୍ତି ।
ଶୁଭ ସମୟ
ପ୍ରାତଃ – ୦୬.୨୨ ରୁ ୦୭.୦୬
ପ୍ରାତଃ – ୦୭.୪୯ ରୁ ୦୯.୦୫
ଦିବା – ୧୨.୦୮ ରୁ ୦୩.୦୧
ଦିବା – ୦୩.୪୫ ରୁ ୦୫.୧୧
ସନ୍ଧ୍ୟା – ୦୬.୦୪ ରୁ ୦୮.୨୯
ରାତ୍ରି – ୧୨.୧୩ ରୁ ୦୧.୫୯
ରାତ୍ରି – ୦୨.୫୨ ରୁ ୦୪.୩୭
ଅଶୁଭ ସମୟ
ରାହୁକାଳ - ଦିବା ୧୦.୨୬ ରୁ ୧୧.୪୭
କାଳବେଳା - ଦିବା ୧୦.୨୬ ରୁ ୧୧.୪୭
ବାରବେଳା - ଦିବା ୦୯.୦୫ ରୁ ୧୦.୨୬
କାଳରାତ୍ରି – ରାତ୍ରି ୦୮.୨୯ ରୁ ୧୦.୦୮
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/19/panchang-2025-12-19-08-47-32.jpg)