ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୨୫ ରବିବାର। ଚନ୍ଦ୍ର – ମୀନ ଦିବା ୦୧.୩୫ ଗତେ ମେଷ। ତିଥି - ୭ମୀ ରାତ୍ରି ୧୧.୧୦ ଗତେ ୮ମୀ। ଘାତଚନ୍ଦ୍ର – ଧନୁ ରାଶିର , ଦିବା ୦୧.୩୫ ଗତେ ମେଷ ରାଶିର। ଘାତବାର – ମେଷ ରାଶିର। ପୁଷ୍କର ଦୋଷ –୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୧.୧୦ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ –
ପ୍ରାତଃ – ୦୬.୨୭ ରୁ ୧୦.୦୮
ଦିବା – ୦୧.୨୧ ରୁ ୦୧.୪୯
ସନ୍ଧ୍ୟା – ୦୬.୨୨ ରୁ ୦୮.୫୭
ରାତ୍ରି – ୧୨.୨୪ ରୁ ୦୧.୩୫
ରାତ୍ରି – ୦୩.୧୩ ରୁ ୦୩.୫୧
ଅଶୁଭ ସମୟ -
ରାହୁକାଳ – ଦିବା ୦୪.୦୭ ରୁ ୦୫.୩୦
କାଳବେଳା – ଦିବା ୧୧.୫୯ ରୁ ୦୧.୨୧
ବାରବେଳା – ଦିବା ୧୦.୩୬ ରୁ ୧୧.୫୯
କାଳରାତ୍ରି - ରାତ୍ରି ୦୧.୩୫ ରୁ ୦୩.୧୩
Today Panchang 25th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୨୫ ରବିବାର। ଚନ୍ଦ୍ର – ମୀନ ଦିବା ୦୧.୩୫ ଗତେ ମେଷ। ତିଥି - ୭ମୀ ରାତ୍ରି ୧୧.୧୦ ଗତେ ୮ମୀ। ଘାତଚନ୍ଦ୍ର – ଧନୁ ରାଶିର , ଦିବା ୦୧.୩୫ ଗତେ ମେଷ ରାଶିର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)