Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୫ ବୁଧବାର । ଚନ୍ଦ୍ର – ବୃଷ ରାତ୍ରି ୧୨.୫୪ ଗତେ ମିଥୁନ । ତିଥି - ୯ମୀ ରାତ୍ରି ୦୨.୪୧ ଗତେ ୧୦ମୀ । ଘାତଚନ୍ଦ୍ର – ବିଛା ରାଶିର,ରାତ୍ରି ୧୨.୫୪ ଗତେ କନ୍ୟା ରାଶିର । ଘାତବାର – କର୍କଟ ରାଶିର । ପୁଷ୍କରଦୋଷ - ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୬.୧୩ ରୁ ୦୭.୪୫
ଦିବା – ୧୦.୩୩ ରୁ ୧୧.୩୬
ଦିବା – ୦୧.୫୫ ରୁ ୦୫.୦୦
ସନ୍ଧ୍ୟା – ୦୬.୩୬ ରୁ ୧୦.୪୪
ରାତ୍ରି – ୦୨.୦୩ ରୁ ୦୩.୦୫
ନିଶାନ୍ତ - ୦୪.୩୯ ରୁ ୦୬.୧୨
ଅଶୁଭ ସମୟ-
ରାହୁକାଳ - ଦିବା ୧୧.୫୯ ରୁ ୦୧.୨୬
କାଳବେଳା - ଦିବା ୦୯.୦୬ ରୁ ୧୦.୩୩
ବାରବେଳା- ଦିବା ୧୧.୫୯ ରୁ ୦୧.୨୬
କାଳରାତ୍ରି – ରାତ୍ରି ୦୩.୦୫ ରୁ ୦୪.୩୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)