Panchang Photograph: (OTV)
ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୪ ତାରିଖ ସୋମବାର। ଚନ୍ଦ୍ର – ଧନୁ ରାତ୍ରି ୦୪.୨୬ ଗତେ ମକର। ତିଥି – ୪ର୍ଥୀ ରାତ୍ରି ୦୯.୨୨ ଗତେ ୫ମୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର , ରାତ୍ରି ୦୪.୨୬ ଗତେ ସିଂହ ରାଶିର। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ – ରାତ୍ରି ୦୯.୫୩ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୦୪ ରୁ ୦୭.୨୬
ଦିବା – ୦୮.୫୯ ରୁ ୧୧.୧୧
ରାତ୍ରି – ୦୭.୩୮ ରୁ ୦୯.୫୫
ରାତ୍ରି – ୦୨.୩୬ ରୁ ୦୩.୨୮
ଅଶୁଭ ସମୟ -
ରାହୁକାଳ - ପ୍ରାତଃ ୦୭.୨୬ ରୁ ୦୮.୪୮
କାଳବେଳା - ପ୍ରାତଃ ୦୭.୨୬ ରୁ ୦୮.୪୮
ବାରବେଳା- ଦିବା ୦୨.୧୭ ରୁ ୦୩.୩୯
କାଳରାତ୍ରି – ରାତ୍ରି ୦୯.୫୫ ରୁ ୧୧.୩୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)