Advertisment

Today Panchang 24th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ  ତାରିଖ ୨୪ ଶନିବାର। ଚନ୍ଦ୍ର – ମୀନ ଅହୋରାତ୍ର। ତିଥି – ୬ଷ୍ଠୀ ରାତ୍ରି ୧୨.୪୦ ଗତେ ୭ମୀ। ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର।

Panchang Today 28th August 2024
Advertisment

ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ  ତାରିଖ ୨୪ ଶନିବାର। ଚନ୍ଦ୍ର – ମୀନ ଅହୋରାତ୍ର। ତିଥି – ୬ଷ୍ଠୀ ରାତ୍ରି ୧୨.୪୦ ଗତେ ୭ମୀ। ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର। ଘାତବାର –  ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୨.୪୦ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।
ଶୁଭ ସମୟ – 
ଦିବା – ୧୦.୩୫ ରୁ ୦୧.୦୫
ରାତ୍ରି – ୦୮.୦୫ ରୁ ୧୦.୪୦
ରାତ୍ରି – ୧୨.୨୪ ରୁ ୦୨.୦୮
ରାତ୍ରି – ୦୩.୦୦ ରୁ ୦୪.୪୩
ଅଶୁଭ ସମୟ - 
ରାହୁକାଳ – ଦିବା ୦୯.୪୩ ରୁ ୧୦.୩୫
କାଳବେଳା – ପ୍ରାତଃ ୦୬.୨୭ ରୁ ୦୭.୫୦ ଓ ଦିବା ୦୪.୦୭ ରୁ ୦୫.୩୦
ବାରବେଳା – ଦିବା ୦୧.୨୧ ରୁ ୦୨.୪୪
କାଳରାତ୍ରି  - ସନ୍ଧ୍ୟା ୦୫.୩୦ ରୁ ୦୭.୦୭ ଓ ନିଶାନ୍ତ ୦୪.୫୦ ରୁ ୦୬.୨୭

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ