Advertisment
ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀ ୨୪ ତାରିଖ ବୁଧବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି – ୩ୟା ଅହୋରାତ୍ର । ଘାତଚନ୍ଦ୍ର – ନାସ୍ତି । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୫.୩୯ ରୁ ୦୮.୦୩
ଦିବା – ୧୦.୨୬ ରୁ ୧୧.୩୮
ଦିବା – ୦୧.୩୮ ରୁ ୦୪.୦୧
ସନ୍ଧ୍ୟା – ୦୬.୨୫ ରୁ ୦୭.୧୩
ରାତ୍ରି – ୦୮.୫୦ ରୁ ୦୨.୩୯
ରାତ୍ରି – ୦୪.୦୯ ରୁ ୦୫.୩୯
ଅଶୁଭ ସମୟ -
ରାହୁକାଳ - ଦିବା ୧୧.୩୮ ରୁ ୦୧.୦୮
କାଳବେଳା – ଦିବା ୦୮.୩୯ ରୁ ୧୦.୦୮
ବାରବେଳା- ଦିବା ୧୧.୩୮ ରୁ ୦୧.୦୮
କାଳରାତ୍ରି – ରାତ୍ରି ୦୨.୩୯ ରୁ ୦୪.୦୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)