Advertisment

Today Panchang 23rd November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ। ଇଂରାଜୀ ୨୩ ତାରିଖ ରବିବାର। ଚନ୍ଦ୍ର – ଧନୁ ଅହୋରାତ୍ର। ତିଥି – ୩ୟା ସନ୍ଧ୍ୟା ୦୭.୨୫ ଗତେ ୪ର୍ଥୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର – ମେଷ ରାଶିର।

Panchang

Panchang Photograph: (OTV)

Advertisment

ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ। ଇଂରାଜୀ ୨୩ ତାରିଖ ରବିବାର। ଚନ୍ଦ୍ର – ଧନୁ ଅହୋରାତ୍ର। ତିଥି – ୩ୟା ସନ୍ଧ୍ୟା ୦୭.୨୫ ଗତେ ୪ର୍ଥୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର – ମେଷ ରାଶିର। ପୁଷ୍କର ଦୋଷ - ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୪୭ ରୁ ୦୮.୫୯
ଦିବା – ୧୨.୫୫ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୩.୩୯
ରାତ୍ରି – ୦୭.୩୮ ରୁ ୦୯.୨୨
ରାତ୍ରି – ୧୧.୫୯ ରୁ ୦୧.୧୧
ରାତ୍ରି – ୦୨.୪୮ ରୁ ୦୬.୦୪
ଅଶୁଭ ସମୟ - 
ରାହୁକାଳ - ଦିବା ୦୩.୩୯ ରୁ ୦୫.୦୨
କାଳବେଳା - ଦିବା ୧୧.୩୨ ରୁ ୧୨.୫୫
ବାରବେଳା- ଦିବା ୧୦.୧୦ ରୁ ୧୧.୩୨
କାଳରାତ୍ରି – ରାତ୍ରି ୦୧.୧୧ ରୁ ୦୨.୪୮

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ