Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୈାର ମକର ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ତାରିଖ ୨୩ ଶୁକ୍ରବାର ।
ଚନ୍ଦ୍ର – କୁମ୍ଭ ଦିବା ୦୮.୩୩ ଗତେ ମୀନ
ତିଥି – ୫ମୀ ରାତ୍ରି ୦୧.୪୬ ଗତେ ୬ଷ୍ଠୀ
ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର,ଦିବା ୦୮.୩୩ ଗତେ ଧନୁ ରାଶିର
ଘାତବାର – ବିଛା,ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୩୨ ପର୍ଯ୍ୟନ୍ତ
ଶୁଭ ସମୟ –
ପ୍ରାତଃ – ୦୬.୨୭ ରୁ ୦୭.୧୧
ପ୍ରାତଃ – ୦୭.୫୫ ରୁ ୦୯.୧୩
ଦିବା – ୧୨.୨୦ ରୁ ୦୨.୩୨
ଦିବା – ୦୪.୦୧ ରୁ ୦୫.୨୯
ସନ୍ଧ୍ୟା – ୦୭.୧୩ ରୁ ୦୮.୪୩
ରାତ୍ରି – ୦୨.୦୮ ରୁ ୦୪.୪୩
ଅଶୁଭ ସମୟ -
ରାହୁକାଳ – ଦିବା ୧୦.୩୫ ରୁ ୧୧.୫୮
କାଳବେଳା – ଦିବା ୧୦.୩୫ ରୁ ୧୧.୫୮
ବାରବେଳା – ଦିବା ୦୯.୧୩ ରୁ ୧୦.୩୫
କାଳରାତ୍ରି - ରାତ୍ରି ୦୮.୪୩ ରୁ ୧୦.୨୧
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/23/panchang-2026-01-23-09-15-37.jpg)