Panchang Photograph: (OTV)
ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୩ ତାରିଖ ମଙ୍ଗଳବାର । ଚନ୍ଦ୍ର – ମକର ଅହୋରାତ୍ର । ତିଥି – ୩ୟା ଦିବା ୧୨.୧୩ ଗତେ ୪ର୍ଥୀ । ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର । ଘାତବାର – ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ
ପ୍ରାତଃ – ୦୬.୨୧ ରୁ ୦୭.୦୪
ଦିବା – ୦୯.୦୩ ରୁ ୧୧.୨୪
ସନ୍ଧ୍ୟା – ୦୫.୦୯ ରୁ ୦୬.୪୮
ରାତ୍ରି – ୦୮.୨୭ ରୁ ୦୮.୪୧
ରାତ୍ରି – ୦୯.୩୩ ରୁ ୧୨.୧୨
ରାତ୍ରି – ୦୧.୫୭ ରୁ ୦୩.୪୩
ନିଶାନ୍ତ - ୦୪.୩୬ ରୁ ୦୬.୨୧
ଅଶୁଭ ସମୟ
ରାହୁକାଳ - ଦିବା ୦୨.୨୭ ରୁ ୦୩.୪୮
କାଳବେଳା - ଦିବା ୦୧.୦୬ ରୁ ୦୨.୨୭
ବାରବେଳା - ପ୍ରାତଃ ୦୭.୪୨ ରୁ ୦୯.୦୩
କାଳରାତ୍ରି – ସନ୍ଧ୍ୟା ୦୬.୪୮ ରୁ ୦୮.୨୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/19/panchang-2025-12-19-08-47-32.jpg)