ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୨ ତାରିଖ ଶନିବାର। ଚନ୍ଦ୍ର – ବିଛା ଦିବା ୦୪.୪୬ ଗତେ ଧନୁ। ତିଥି – ୨ୟା ସନ୍ଧ୍ୟା ୦୫.୧୧ ଗତେ ୩ୟା। ଘାତଚନ୍ଦ୍ର – ଦିବା ୦୪.୪୬ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର
ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫.୧୧ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୩୦ ରୁ ୦୮.୪୭
ଦିବା – ୧୧.୫୪ ରୁ ୧୨.୫୫
ଦିବା – ୦୨.୧୭ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୩.୩୯
ରାତ୍ରି – ୦୨.୩୫ ରୁ ୦୩.୨୭
ଅଶୁଭ ସମୟ -
ରାହୁକାଳ - ଦିବା ୦୮.୪୭ ରୁ ୧୦.୧୦
କାଳବେଳା - ପ୍ରାତଃ ୦୬.୦୩ ରୁ ୦୭.୨୫ ଓ ଦିବା ୦୩.୩୯ ରୁ ୦୫.୦୨
ବାରବେଳା- ଦିବା ୧୨.୫୫ ରୁ ୦୨.୧୭
କାଳରାତ୍ରି – ସନ୍ଧ୍ୟା ୦୫.୦୨ ରୁ ୦୬.୪୦ ଓ ରାତ୍ରି ୦୪.୨୬ ରୁ ୦୬.୦୩
Today Panchang 22nd November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୨ ତାରିଖ ଶନିବାର। ଚନ୍ଦ୍ର – ବିଛା ଦିବା ୦୪.୪୬ ଗତେ ଧନୁ। ତିଥି – ୨ୟା ସନ୍ଧ୍ୟା ୦୫.୧୧ ଗତେ ୩ୟା। ଘାତଚନ୍ଦ୍ର – ଦିବା ୦୪.୪୬ ଗତେ ତୁଳା ଓ କୁମ୍ଭ ରାଶିର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)