Advertisment
ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୨୨ ଗୁରୁବାର। ଚନ୍ଦ୍ର – କୁମ୍ଭ ଅହୋରାତ୍ର। ତିଥି – ୪ର୍ଥୀ ରାତ୍ରି ୦୨.୨୮ ଗତେ ୫ମୀ। ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର। ଘାତବାର – ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ଦିବା ୦୨.୨୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ –
ପ୍ରାତଃ – ୦୬.୨୭ ରୁ ୦୭.୫୫
ଦିବା – ୧୦.୫୨ ରୁ ୦୧.୦୪
ରାତ୍ରି – ୦୨.୫୯ ରୁ ୦୩.୫୧
ଅଶୁଭ ସମୟ -
ରାହୁକାଳ – ଦିବା ୦୧.୨୦ ରୁ ୦୨.୪୩
କାଳବେଳା – ଦିବା ୦୨.୪୩ ରୁ ୦୪.୦୬
ବାରବେଳା – ଦିବା ୦୪.୦୬ ରୁ ୦୫.୨୮
କାଳରାତ୍ରି - ରାତ୍ରି ୧୧.୫୮ ରୁ ୦୧.୩୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)