Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୨ ରବିବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି - ୫ମୀ ଦିବା ୧୧.୧୦ ଗତେ ୬ଷ୍ଠୀ । ଘାତଚନ୍ଦ୍ର - ମେଷ ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୧୫ ରୁ ୧୦.୦୫
ଦିବା – ୦୧.୨୬ ରୁ ୦୧.୫୫
ସନ୍ଧ୍ୟା – ୦୬.୩୫ ରୁ ୦୯.୦୫
ରାତ୍ରି – ୧୨.୨୪ ରୁ ୦୧.୩୩
ରାତ୍ରି – ୦୩.୦୭ ରୁ ୦୩.୪୪
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୧୯ ରୁ ୦୫.୪୫
କାଳବେଳା - ଦିବା ୧୨.୦୦ ରୁ ୦୧.୨୬
ବାରବେଳା- ଦିବା ୧୦.୩୩ ରୁ ୧୨.୦୦
କାଳରାତ୍ରି – ରାତ୍ରି ୦୧.୩୩ ରୁ ୦୩.୦୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)