Advertisment

Today Panchang 22nd December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୨୨ ତାରିଖ ସୋମବାର। ଚନ୍ଦ୍ର – ଧନୁ ଦିବା ୧୦.୦୬ ଗତେ ମକର। ତିଥି – ୨ୟା ଦିବା ୧୦.୫୨ ଗତେ ୩ୟା। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର।

Panchang Today 28th August 2024
Advertisment

ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୨୨ ତାରିଖ ସୋମବାର। ଚନ୍ଦ୍ର – ଧନୁ ଦିବା ୧୦.୦୬ ଗତେ ମକର। ତିଥି – ୨ୟା ଦିବା ୧୦.୫୨ ଗତେ ୩ୟା।ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର , ଦିବା ୧୦.୦୬ ଗତେ ସିଂହ ରାଶିର। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ - ୨ପାଦ- ପଶୁ ଓ ବଂଶହାନି- ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୫୨ ଗତେ ୧ପାଦ-କୁଟୁମ୍ବହାନି – ତିଳକାଞ୍ଚନ ଦାନ ନିଶାନ୍ତ ୦୫.୩୨ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୨୧ ରୁ ୦୭.୪୨
ଦିବା – ୦୯.୧୩ ରୁ ୧୧.୨୩
ରାତ୍ରି – ୦୭.୪୭ ରୁ ୧୦.୦୬
ରାତ୍ରି – ୦୨.୫୦ ରୁ ୦୩.୪୩
ଅଶୁଭ ସମୟ - 
ରାହୁକାଳ - ପ୍ରାତଃ ୦୭.୪୨ ରୁ ୦୯.୦୩
କାଳବେଳା - ପ୍ରାତଃ ୦୭.୪୨ ରୁ ୦୯.୦୩
ବାରବେଳା - ଦିବା ୦୨.୨୭ ରୁ ୦୩.୪୮
କାଳରାତ୍ରି – ରାତ୍ରି ୧୦.୦୬ ରୁ ୧୧.୪୫

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ