Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୨୧ ତାରିଖ ଶୁକ୍ରବାର ।
ଚନ୍ଦ୍ର – ବିଛା ଅହୋରାତ୍ର
ତିଥି – ପ୍ରତିପଦ ଦିବା ୦୨.୪୭ ଗତେ ୨ୟା
ଘାତଚନ୍ଦ୍ର – ନାସ୍ତି
ଘାତବାର – ବିଛା , ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ – ଦିବା ୦୨.୪୭ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
ଶୁଭ ସମୟ-
ପ୍ରାତଃ – ୦୬.୦୨ ରୁ ୦୬.୪୬
ପ୍ରାତଃ – ୦୭.୩୦ ରୁ ୦୮.୪୭
ଦିବା – ୧୧.୫୪ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୫.୦୨
ସନ୍ଧ୍ୟା – ୦୫.୫୪ ରୁ ୦୮.୧୭
ରାତ୍ରି – ୧୧.୫୮ ରୁ ୦୧.୪୨
ରାତ୍ରି – ୦୨.୩୪ ରୁ ୦୪.୧୮
ଅଶୁଭ ସମୟ -
ରାହୁକାଳ - ଦିବା ୧୦.୦୯ ରୁ ୧୧.୩୨
କାଳବେଳା - ଦିବା ୧୦.୦୯ ରୁ ୧୧.୩୨
ବାରବେଳା- ଦିବା ୦୮.୪୭ ରୁ ୧୦.୦୯
କାଳରାତ୍ରି – ରାତ୍ରି ୦୮.୧୭ ରୁ ୦୯.୫୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/21/panchang-2025-11-21-08-01-03.jpg)