Panchang Photograph: (OTV)
Advertisment
ସୈାର ବିଛା ମାସ ମାର୍ଗଶୀର କୃଷ୍ଣପକ୍ଷ। ଇଂରାଜୀ ୨୦ ତାରିଖ ଗୁରୁବାର। ଚନ୍ଦ୍ର – ବିଛା ଅହୋରାତ୍ର। ତିଥି – ଅମାବାସ୍ୟା ଦିବା ୧୨.୧୭ ଗତେ ପ୍ରତିପଦ। ଘାତଚନ୍ଦ୍ର – ନାସ୍ତି। ଘାତବାର – ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୦.୫୮ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୦୧ ରୁ ୦୭.୨୯
ସନ୍ଧ୍ୟା – ୦୫.୫୪ ରୁ ୦୯.୨୨
ରାତ୍ରି – ୦୧.୧୦ ରୁ ୦୩.୨୬
ରାତ୍ରି – ୦୪.୧୮ ରୁ ୦୬.୦୨
ଅଶୁଭ ସମୟ -
ରାହୁକାଳ - ଦିବା ୧୨.୫୪ ରୁ ୦୨.୧୭
କାଳବେଳା - ଦିବା ୦୨.୧୭ ରୁ ୦୩.୩୯
ବାରବେଳା- ଦିବା ୦୩.୩୯ ରୁ ୦୫.୦୨
କାଳରାତ୍ରି – ରାତ୍ରି ୧୧.୩୨ ରୁ ୦୧.୧୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)