ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୨୦ ମଙ୍ଗଳବାର। ଚନ୍ଦ୍ର – ମକର ରାତ୍ରି ୦୧.୩୪ ଗତେ କୁମ୍ଭ। ତିଥି – ୨ୟା ରାତ୍ରି ୦୨.୪୨ ଗତେ ୩ୟା। ଘାତଚନ୍ଦ୍ର – ସିଂହ ରାଶିର , ରାତ୍ରି ୦୧.୩୪ ଗତେ ମିଥୁନ ଓ ମୀନ ରାଶିର। ଘାତବାର – ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨.୪୨ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ଦିବା – ୦୯.୧୨ ରୁ ୧୦.୫୧
ଦିବା – ୦୧.୦୩ ରୁ ୦୧.୨୦
ଦିବା – ୦୪.୦୫ ରୁ ୦୪.୪୩
ସନ୍ଧ୍ୟା – ୦୫.୨୭ ରୁ ୦୬.୧୯
ରାତ୍ରି – ୦୮.୫୫ ରୁ ୧୧.୩୧
ରାତ୍ରି – ୦୨.୦୭ ରୁ ୦୩.୫୧
ଅଶୁଭ ସମୟ -
ରାହୁକାଳ – ଦିବା ୦୨.୪୨ ରୁ ୦୪.୦୫
କାଳବେଳା – ଦିବା ୦୧.୨୦ ରୁ ୦୨.୪୨
ବାରବେଳା – ପ୍ରାତଃ ୦୭.୫୦ ରୁ ୦୯.୧୨
କାଳରାତ୍ରି - ସନ୍ଧ୍ୟା ୦୭.୦୫ ରୁ ୦୮.୪୨
Today Panchang 20th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୨୦ ମଙ୍ଗଳବାର। ଚନ୍ଦ୍ର – ମକର ରାତ୍ରି ୦୧.୩୪ ଗତେ କୁମ୍ଭ। ତିଥି – ୨ୟା ରାତ୍ରି ୦୨.୪୨ ଗତେ ୩ୟା। ଘାତଚନ୍ଦ୍ର – ସିଂହ ରାଶିର , ରାତ୍ରି ୦୧.୩୪ ଗତେ ମିଥୁନ ଓ ମୀନ ରାଶିର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)