Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୨୦ ଶୁକ୍ରବାର। ଚନ୍ଦ୍ର – ମୀନ ଅହୋରାତ୍ର। ତିଥି - ୩ୟା ଦିବା ୦୨.୩୮ ଗତେ ୪ର୍ଥୀ। ଘାତଚନ୍ଦ୍ର - ଧନୁ ରାଶିର ଅହୋରାତ୍ର। ଘାତବାର – ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୬.୧୬ ରୁ ୦୭.୦୨
ପ୍ରାତଃ – ୦୭.୪୮ ରୁ ୦୯.୦୮
ଦିବା – ୧୨.୨୩ ରୁ ୦୨.୪୧
ଦିବା – ୦୪.୧୨ ରୁ ୦୫.୪୪
ସନ୍ଧ୍ୟା – ୦୭.୨୪ ରୁ ୦୮.୫୨
ରାତ୍ରି – ୦୨.୦୫ ରୁ ୦୪.୩୫
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୩୪ ରୁ ୧୨.୦୦
କାଳବେଳା - ଦିବା ୧୦.୩୪ ରୁ ୧୨.୦୦
ବାରବେଳା- ଦିବା ୦୯.୦୮ ରୁ ୧୦.୩୪
କାଳରାତ୍ରି – ରାତ୍ରି ୦୮.୫୨ ରୁ ୧୦.୨୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)