ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୨୦ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି – ଅମାବାସ୍ୟା ପ୍ରାତଃ ୦୭.୧୩ ଗତେ ପ୍ରତିପଦ। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୪୬ ରୁ ୦୯.୦୨
ଦିବା – ୧୨.୦୫ ରୁ ୦୧.୦୫
ଦିବା – ୦୨.୨୬ ରୁ ୦୨.୫୮
ଦିବା – ୦୩.୪୧ ରୁ ୦୩.୪୭
ରାତ୍ରି – ୦୨.୪୯ ରୁ ୦୩.୪୨
ଅଶୁଭ ସମୟ-
ରାହୁକାଳ- ଦିବା ୦୯.୦୨ ରୁ ୧୦.୨୩
କାଳବେଳା - ପ୍ରାତଃ ୦୬.୨୦ ରୁ ୦୭.୪୧ ଓ ଦିବା ୦୩.୪୭ ରୁ ୦୫.୦୮
ବାରବେଳା- ଦିବା ୦୧.୦୫ ରୁ ୦୨.୨୬
କାଳରାତ୍ରି – ସନ୍ଧ୍ୟା ୦୫.୦୮ ରୁ ୦୬.୪୭ ଓ ନିଶାନ୍ତ ୦୪.୪୧ ରୁ ୦୬.୨୦
Today Panchang 20th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୨୦ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି – ଅମାବାସ୍ୟା ପ୍ରାତଃ ୦୭.୧୩ ଗତେ ପ୍ରତିପଦ। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)