Advertisment
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୦୧ ରବିବାର । ଚନ୍ଦ୍ର – କର୍କଟ ଅହୋରାତ୍ର । ତିଥି - ୧୩ଶୀ ସନ୍ଧ୍ୟା ୦୭.୦୯ ଗତେ ୧୪ଶୀ
ଘାତଚନ୍ଦ୍ର – ନାସ୍ତି । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୧୦ ରୁ ୧୦.୦୨
ଦିବା – ୦୧.୨୬ ରୁ ୦୧.୫୫
ସନ୍ଧ୍ୟା – ୦୬.୩୭ ରୁ ୦୯.୦୫
ରାତ୍ରି – ୧୨.୨୩ ରୁ ୦୧.୩୧
ରାତ୍ରି – ୦୩.୦୪ ରୁ ୦୩.୪୧
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୨୦ ରୁ ୦୫.୪୮
କାଳବେଳା - ଦିବା ୧୧.୫୯ ରୁ ୦୧.୨୬
ବାରବେଳା- ଦିବା ୧୦.୩୧ ରୁ ୧୧.୫୯
କାଳରାତ୍ରି – ରାତ୍ରି ୦୧.୩୧ ରୁ ୦୩.୦୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)