Advertisment

Today Panchang 1st January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୦୧ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ଅହୋରାତ୍ର। ତିଥି - ୧୩ଶୀ ରାତ୍ରି ୧୦.୨୨ ଗତେ ୧୪ଶୀ। ଘାତଚନ୍ଦ୍ର - ବିଛା ରାଶିର ଅହୋରାତ୍ର।

Panchang Today 28th August 2024
Advertisment

ସୈାର ଧନୁ ମାସ ପୌଷ ଶୁକ୍ଳପକ୍ଷ। ଇଂରାଜୀ ୦୧ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ଅହୋରାତ୍ର। ତିଥି - ୧୩ଶୀ ରାତ୍ରି ୧୦.୨୨ ଗତେ ୧୪ଶୀ। ଘାତଚନ୍ଦ୍ର - ବିଛା ରାଶିର ଅହୋରାତ୍ର। ଘାତବାର –  ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ - ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୬.୨୫ ରୁ ୦୭.୫୧
ସନ୍ଧ୍ୟା – ୦୬.୦୭ ରୁ ୦୯.୩୮
ରାତ୍ରି – ୦୧.୨୯ ରୁ ୦୩.୪୭
ନିଶାନ୍ତ - ୦୪.୪୦ ରୁ ୦୬.୨୫
ଅଶୁଭ ସମୟ - 
ରାହୁକାଳ - ଦିବା ୦୧.୧୧ ରୁ ୦୨.୩୨
କାଳବେଳା - ଦିବା ୦୨.୩୨ ରୁ ୦୩.୫୩
ବାରବେଳା - ଦିବା ୦୩.୫୩ ରୁ ୦୫.୧୫
କାଳରାତ୍ରି – ରାତ୍ରି ୧୧.୫୦ ରୁ ୦୧.୨୯

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ