Advertisment
ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୦୧ ରବିବାର। ଚନ୍ଦ୍ର – କର୍କଟ ଅହୋରାତ୍ର। ତିଥି – ପୂର୍ଣ୍ଣିମା ରାତ୍ରି ୦୩.୩୯ ଗତେ ପ୍ରତିପଦ। ଘାତଚନ୍ଦ୍ର – ନାସ୍ତି। ଘାତବାର- ମେଷ ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୫ ରୁ ୧୦.୦୮
ଦିବା – ୦୧.୨୩ ରୁ ୦୧.୫୧
ସନ୍ଧ୍ୟା – ୦୬.୨୬ ରୁ ୦୯.୦୦
ରାତ୍ରି – ୧୨.୨୫ ରୁ ୦୧.୩୬
ରାତ୍ରି – ୦୩.୧୨ ରୁ ୦୩.୫୧
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୧୧ ରୁ ୦୫.୩୪
କାଳବେଳା - ଦିବା ୧୨.୦୦ ରୁ ୦୧.୨୩
ବାରବେଳା- ଦିବା ୧୦.୩୬ ରୁ ୧୨.୦୦
କାଳରାତ୍ରି – ରାତ୍ରି ୦୧.୩୬ ରୁ ୦୩.୧୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)