Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୦୧ ସୋମବାର
ଚନ୍ଦ୍ର- ମୀନ ରାତ୍ରି ୧୧.୧୭ ଗତେ ମେଷ
ତିଥି – ୧୧ଶୀ ସନ୍ଧ୍ୟା ୦୭.୦୧ ଗତେ ୧୨ଶୀ
ଘାତଚନ୍ଦ୍ର - ଧନୁ ରାଶିର ,ରାତ୍ରି ୧୧.୧୭ ଗତେ ମେଷ ରାଶିର
ଘାତବାର- ମିଥୁନ ରାଶିର
ପୁଷ୍କର ଦୋଷ – ସନ୍ଧ୍ୟା ୦୭.୦୧ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
ଶୁଭ ସମୟ-
ପ୍ରାତଃ – ୦୬.୦୮ ରୁ ୦୭.୩୦
ଦିବା – ୦୯.୦୩ ରୁ ୧୧.୧୩
ରାତ୍ରି – ୦୭.୩୯ ରୁ ୦୯.୫୭
ରାତ୍ରି – ୦୨.୩୯ ରୁ ୦୩.୩୨
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୩୦ ରୁ ୦୮.୫୨
କାଳବେଳା - ପ୍ରାତଃ ୦୭.୩୦ ରୁ ୦୮.୫୨
ବାରବେଳା- ଦିବା ୦୨.୧୯ ରୁ ୦୩.୪୦
କାଳରାତ୍ରି – ରାତ୍ରି ୦୯.୫୭ ରୁ ୧୧.୩୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/01/panchang-2025-12-01-08-14-35.jpg)