ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ ରବିବାର। ଚନ୍ଦ୍ର – କନ୍ୟା ଅହୋରାତ୍ର। ତିଥି - ୧୩ଶୀ ଦିବା ୦୧.୫୧ ଗତେ ୧୪ଶୀ। ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୪୯ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୩୨ ରୁ ୦୮.୫୦
ଦିବା – ୧୨.୫୭ ରୁ ୦୨.୫୮
ଦିବା – ୦୩.୪୪ ରୁ ୦୩.୫୦
ରାତ୍ରି – ୦୭.୪୬ ରୁ ୦୯.୨୬
ରାତ୍ରି – ୧୧.୫୬ ରୁ ୦୧.୦୫
ରାତ୍ରି – ୦୨.୩୯ ରୁ ୦୫.୪୬
ଅଶୁଭ ସମୟ-
ରାହୁକାଳ - ଦିବା ୦୩.୫୦ ରୁ ୦୫.୧୬
କାଳବେଳା - ଦିବା ୧୧.୩୧ ରୁ ୧୨.୫୭
ବାରବେଳା- ଦିବା ୧୦.୦୫ ରୁ ୧୧.୩୧
କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୩୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)