Panchang Photograph: (OTV)
ସୈାର ବିଛା ମାସ ମାର୍ଗଶୀର କୃଷ୍ଣପକ୍ଷ । ଇଂରାଜୀ ୧୯ ତାରିଖ ବୁଧବାର। ଚନ୍ଦ୍ର – ତୁଳା ରାତ୍ରି ୦୪.୧୩ ଗତେ ବିଛା। ତିଥି – ୧୪ଶୀ ଦିବା ୦୯.୪୩ ଗତେ ଅମାବାସ୍ୟା। ଘାତଚନ୍ଦ୍ର – ନାସ୍ତି। ଘାତବାର – କର୍କଟ ରାଶିର। ପୁଷ୍କର ଦୋଷ – ପ୍ରାତଃ ୦୭.୫୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୦୧ ରୁ ୦୮.୧୩
ଦିବା – ୧୦.୨୫ ରୁ ୧୧.୩୧
ଦିବା – ୦୧.୨୨ ରୁ ୦୩.୩୪
ସନ୍ଧ୍ୟା – ୦୫.୫୪ ରୁ ୦୬.୪୬
ରାତ୍ରି – ୦୮.୩୦ ରୁ ୦୨.୪୭
ରାତ୍ରି – ୦୪.୨୪ ରୁ ୦୬.୦୧
ଅଶୁଭ ସମୟ -
ରାହୁକାଳ - ଦିବା ୧୧.୩୧ ରୁ ୧୨.୫୪
କାଳବେଳା - ଦିବା ୦୮.୪୬ ରୁ ୧୦.୦୯
ବାରବେଳା- ଦିବା ୧୧.୩୧ ରୁ ୧୨.୫୪
କାଳରାତ୍ରି – ରାତ୍ରି ୦୨.୪୭ ରୁ ୦୪.୨୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)