Advertisment

Today Panchang 19th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ଆଜିର ପଞ୍ଚାଙ୍ଗ। ସୈାର ମକର ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ  ତାରିଖ ୧୯ ସୋମବାର। ଚନ୍ଦ୍ର – ମକର ଅହୋରାତ୍ର। ତିଥି – ପ୍ରତିପଦ ରାତ୍ରି ୦୨.୧୪ ଗତେ ୨ୟା। ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର।

Panchang Today 28th August 2024
Advertisment

ଆଜିର ପଞ୍ଚାଙ୍ଗ। ସୈାର ମକର ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ  ତାରିଖ ୧୯ ସୋମବାର। ଚନ୍ଦ୍ର – ମକର ଅହୋରାତ୍ର। ତିଥି – ପ୍ରତିପଦ ରାତ୍ରି ୦୨.୧୪ ଗତେ ୨ୟା। ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର। ଘାତବାର –  ମିଥୁନ ରାଶିର। ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୧.୫୧ ପର୍ଯ୍ୟନ୍ତ, ତା’ପରେ ରାତ୍ରି ୦୨.୧୪ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦା॥
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୫୦
ଦିବା – ୧୦.୫୧ ରୁ ୦୧.୦୩
ଦିବା – ୦୪.୦୪ ରୁ ୦୪.୪୨
ସନ୍ଧ୍ୟା – ୦୬.୧୮ ରୁ ୦୮.୫୫
ରାତ୍ରି – ୧୧.୫୭ ରୁ ୦୨.୫୯
ଅଶୁଭ ସମୟ - 
ରାହୁକାଳ – ପ୍ରାତଃ ୦୭.୫୦ ରୁ ୦୯.୧୨
କାଳବେଳା – ପ୍ରାତଃ ୦୭.୫୦ ରୁ ୦୯.୧୨
ବାରବେଳା – ଦିବା ୦୨.୪୨ ରୁ ୦୪.୦୪
କାଳରାତ୍ରି  - ରାତ୍ରି ୧୦.୧୯ ରୁ ୧୧.୫୭

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ