ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୧୯ ଗୁରୁବାର। ଚନ୍ଦ୍ର – କୁମ୍ଭ ଦିବା ୦୨.୫୯ ଗତେ ମୀନ। ତିଥି - ୨ୟା ଦିବା ୦୩.୫୯ ଗତେ ୩ୟା। ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର , ଦିବା ୦୨.୫୯ ଗତେ ଧନୁ ରାଶିର। ଘାତବାର – ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୩.୫୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୫୧ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୧୭ ରୁ ୦୭.୪୮
ଦିବା – ୧୦.୫୧ ରୁ ୦୧.୦୯
ରାତ୍ରି – ୦୨.୫୫ ରୁ ୦୩.୪୫
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୬ ରୁ ୦୨.୫୨
କାଳବେଳା - ଦିବା ୦୨.୫୨ ରୁ ୦୪.୧୮
ବାରବେଳା- ଦିବା ୦୪.୧୮ ରୁ ୦୫.୪୪
କାଳରାତ୍ରି – ରାତ୍ରି ୧୨.୦୦ ରୁ ୦୧.୩୪
Today Panchang 19th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ତାରିଖ ୧୯ ଗୁରୁବାର। ଚନ୍ଦ୍ର – କୁମ୍ଭ ଦିବା ୦୨.୫୯ ଗତେ ମୀନ। ତିଥି - ୨ୟା ଦିବା ୦୩.୫୯ ଗତେ ୩ୟା। ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର , ଦିବା ୦୨.୫୯ ଗତେ ଧନୁ ରାଶିର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)