Advertisment

Today Panchang 19th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀରେ  ତାରିଖ ୧୯ ଶୁକ୍ରବାର । ଚନ୍ଦ୍ର- ବିଛା ରାତ୍ରି ୧୦.୫୦ ଗତେ ଧନୁ । ତିଥି – ଅମାବାସ୍ୟା ଅହୋରାତ୍ର । ଘାତଚନ୍ଦ୍ର – ରାତ୍ରି ୧୦.୫୦ ଗତେ ତୁଳା ଓ କୁମ୍ଭ ରାଶିର

Panchang

Panchang Photograph: (OTV)

Advertisment

ଆଜିର ପଞ୍ଚାଙ୍ଗ  ଡିସେମ୍ୱର ୧୯ ଶୁକ୍ରବାର                                                           

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୯ ଶୁକ୍ରବାର ।
ଚନ୍ଦ୍ର- ବିଛା ରାତ୍ରି ୧୦.୫୦ ଗତେ ଧନୁ
ତିଥି – ଅମାବାସ୍ୟା ଅହୋରାତ୍ର
ଘାତଚନ୍ଦ୍ର – ରାତ୍ରି ୧୦.୫୦ ଗତେ ତୁଳା ଓ କୁମ୍ଭ ରାଶିର
ଘାତବାର- ବିଛା,ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ – ନାସ୍ତି

Advertisment

ଶୁଭ ସମୟ-

ପ୍ରାତଃ – ୦୬.୧୯ ରୁ ୦୭.୦୨
ପ୍ରାତଃ – ୦୭.୪୫ ରୁ ୦୯.୦୧
ଦିବା – ୧୨.୦୫ ରୁ ୦୨.୫୮
ଦିବା – ୦୩.୪୧ ରୁ ୦୫.୦୭
ସନ୍ଧ୍ୟା – ୦୬.୦୦ ରୁ ୦୮.୨୫
ରାତ୍ରି – ୧୨.୧୦ ରୁ ୦୧.୫୭
ରାତ୍ରି – ୦୨.୪୮ ରୁ ୦୪.୩୪

ଅଶୁଭ ସମୟ-

ରାହୁକାଳ- ଦିବା ୧୦.୨୨ ରୁ ୧୧.୪୩
କାଳବେଳା - ଦିବା ୧୦.୨୨ ରୁ ୧୧.୪୩
ବାରବେଳା- ଦିବା ୦୯.୦୧ ରୁ ୧୦.୨୨
କାଳରାତ୍ରି – ରାତ୍ରି ୦୮.୨୫ ରୁ ୧୦.୦୪

Advertisment
Horoscope Today Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ