Panchang Photograph: (OTV)
ସୈାର ବିଛା ମାସ ମାର୍ଗଶୀର କୃଷ୍ଣପକ୍ଷ । ଇଂରାଜୀ ୧୮ ତାରିଖ ମଙ୍ଗଳବାର। ଚନ୍ଦ୍ର – ତୁଳା ଅହୋରାତ୍ର। ତିଥି – ୧୩ଶୀ ପ୍ରାତଃ ୦୭.୧୨ ଗତେ ୧୪ଶୀ। ଘାତଚନ୍ଦ୍ର – ନାସ୍ତି। ଘାତବାର – ମକର ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୦୦ ରୁ ୦୬.୪୪
ଦିବା – ୦୮.୪୬ ରୁ ୧୧.୦୯
ସନ୍ଧ୍ୟା – ୦୫.୦୨ ରୁ ୦୬.୪୦
ରାତ୍ରି – ୦୮.୧୭ ରୁ ୦୮.୩୦
ରାତ୍ରି – ୦୯.୨୨ ରୁ ୧୧.୫୭
ରାତ୍ରି – ୦୧.୪୧ ରୁ ୦୩.୨୫
ରାତ୍ରି – ୦୪.୧୭ ରୁ ୦୬.୦୧
ଅଶୁଭ ସମୟ -
ରାହୁକାଳ - ଦିବା ୦୨.୧୭ ରୁ ୦୩.୪୦
କାଳବେଳା - ଦିବା ୧୨.୫୪ ରୁ ୦୨.୧୭
ବାରବେଳା- ପ୍ରାତଃ ୦୭.୨୩ ରୁ ୦୮.୪୬
କାଳରାତ୍ରି – ସନ୍ଧ୍ୟା ୦୬.୪୦ ରୁ ୦୮.୧୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)