Panchang Photograph: (OTV)
Advertisment
ଆଜିର ପଞ୍ଚାଙ୍ଗ
ସୌର ମକର ମାସ ମାଘ କୃଷ୍ଣପକ୍ଷ ଇଂରାଜୀ ତାରିଖ ୧୮ ରବିବାର
ଚନ୍ଦ୍ର - ଧନୁ ଦିବା ୦୪.୪୦ ଗତେ ମକର
ତିଥି – ଅମାବାସ୍ୟା ରାତ୍ରି ୦୧.୨୧ ଗତେ ପ୍ରତିପଦ
ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର , ଦିବା ୦୪.୪୦ ଗତେ ସିଂହ ରାଶିର
ଘାତବାର – ମେଷ ରାଶିର
ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୧୦.୧୩ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୧୦.୦୭
ଦିବା – ୦୧.୧୯ ରୁ ୦୧.୪୬
ସନ୍ଧ୍ୟା – ୦୬.୧୮ ରୁ ୦୮.୫୪
ରାତ୍ରି – ୧୨.୨୩ ରୁ ୦୧.୩୪
ରାତ୍ରି – ୦୩.୧୨ ରୁ ୦୩.୫୧
ଅଶୁଭ ସମୟ -
ରାହୁକାଳ – ଦିବା ୦୪.୦୩ ରୁ ୦୫.୨୬
କାଳବେଳା – ଦିବା ୧୧.୫୭ ରୁ ୦୧.୧୯
ବାରବେଳା – ଦିବା ୧୦.୩୪ ରୁ ୧୧.୫୭
କାଳରାତ୍ରି - ରାତ୍ରି ୦୧.୩୪ ରୁ ୦୩.୧୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/18/panchang-2026-01-18-09-15-24.jpg)