Advertisment

Today Panchang 18th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୮ ବୁଧବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର । ତିଥି - ପ୍ରତିପଦ ଦିବା ୦୪.୫୭ ଗତେ ୨ୟା । ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର ।

Panchang

Panchang Photograph: (OTV)

Advertisment

ଆଜିର ପଞ୍ଚାଙ୍ଗ                                                              

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୮ ବୁଧବାର ।
ଚନ୍ଦ୍ର – କୁମ୍ଭ ଅହୋରାତ୍ର
ତିଥି - ପ୍ରତିପଦ ଦିବା ୦୪.୫୭ ଗତେ ୨ୟା
ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର
ଘାତବାର – କର୍କଟ ରାଶିର
ପୁଷ୍କର ଦୋଷ – ଦିବା ୦୪.୫୭ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୯.୧୫ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ

Advertisment

ଶୁଭ ସମୟ-

ପ୍ରାତଃ – ୦୬.୧୭ ରୁ ୦୭.୪୯
ଦିବା – ୧୦.୩୪ ରୁ ୧୧.୩୭
ଦିବା – ୦୧.୫୫ ରୁ ୦୪.୫୭
ସନ୍ଧ୍ୟା – ୦୬.୩୩ ରୁ ୧୦.୪୫
ରାତ୍ରି – ୦୨.୦୫ ରୁ ୦୩.୦୮
ନିଶାନ୍ତ - ୦୪.୪୨ ରୁ ୦୬.୧୭

ଅଶୁଭ ସମୟ-

ରାହୁକାଳ - ଦିବା ୧୨.୦୦ ରୁ ୦୧.୨୬
କାଳବେଳା - ଦିବା ୦୯.୦୯ ରୁ ୧୦.୩୪
ବାରବେଳା- ଦିବା ୧୨.୦୦ ରୁ ୦୧.୨୬
କାଳରାତ୍ରି – ରାତ୍ରି ୦୩.୦୮ ରୁ ୦୪.୪୨

Advertisment
Horoscope Today Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ