Advertisment

Today Panchang 17th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ଶୁକ୍ରବାର। ଚନ୍ଦ୍ର – ସିଂହ ଅହୋରାତ୍ର। ତିଥି - ୧୧ଶୀ ଦିବା ୧୧.୧୨ ଗତେ ୧୨ଶୀ। ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର।

undefined
Advertisment

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ଶୁକ୍ରବାର। ଚନ୍ଦ୍ର – ସିଂହ ଅହୋରାତ୍ର। ତିଥି - ୧୧ଶୀ ଦିବା ୧୧.୧୨ ଗତେ ୧୨ଶୀ। ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର –  ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ଦିବା ୧୧.୧୨ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।

Advertisment

ଶୁଭ ସମୟ-

ପ୍ରାତଃ – ୦୫.୪୫ ରୁ ୦୬.୩୧
ପ୍ରାତଃ – ୦୭.୧୭ ରୁ ୦୮.୩୮
ଦିବା – ୧୧.୫୪ ରୁ ୦୨.୫୯
ଦିବା – ୦୩.୪୫ ରୁ ୦୫.୧୮
ସନ୍ଧ୍ୟା – ୦୬.୦୮ ରୁ ୦୮.୨୫
ରାତ୍ରି – ୧୧.୫୬ ରୁ ୦୧.୩୬
ରାତ୍ରି – ୦୨.୨୬ ରୁ ୦୪.୦୬

ଅଶୁଭ ସମୟ -

ରାହୁକାଳ - ଦିବା ୧୦.୦୫ ରୁ ୧୧.୩୧
କାଳବେଳା - ଦିବା ୧୦.୦୫ ରୁ ୧୧.୩୧
ବାରବେଳା- ଦିବା ୦୮.୩୮ ରୁ ୧୦.୦୫
କାଳରାତ୍ରି – ରାତ୍ରି ୦୮.୨୫ ରୁ ୦୯.୫୮

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ