Panchang Photograph: (OTV)
Advertisment
ସୈାର ବିଛା ମାସ ମାର୍ଗଶୀର କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ସୋମବାର। ଚନ୍ଦ୍ର – କନ୍ୟା ଦିବା ୦୩.୩୫ ଗତେ ତୁଳା। ତିଥି – ୧୩ଶୀ ଅହୋରାତ୍ର। ଘାତଚନ୍ଦ୍ର – ବୃଷ ରାଶିର ଦିବା ୦୩.୩୫ ପର୍ଯ୍ୟନ୍ତ। ଘାତବାର – ମିଥୁନ ରାଶିର। ପୁଷ୍କର ଦୋଷ – ନାସ୍ତି।
ଶୁଭ ସମୟ-
ପ୍ରାତଃ – ୦୬.୦୦ ରୁ ୦୭.୨୨
ଦିବା – ୦୮.୫୬ ରୁ ୧୧.୦୯
ରାତ୍ରି – ୦୭.୩୮ ରୁ ୦୯.୫୪
ରାତ୍ରି – ୦୨.୩୩ ରୁ ୦୩.୨୫
ଅଶୁଭ ସମୟ -
ରାହୁକାଳ - ପ୍ରାତଃ ୦୭.୨୨ ରୁ ୦୮.୪୫
କାଳବେଳା - ପ୍ରାତଃ ୦୭.୨୨ ରୁ ୦୮.୪୫
ବାରବେଳା- ଦିବା ୦୨.୧୭ ରୁ ୦୩.୪୦
କାଳରାତ୍ରି – ରାତ୍ରି ୦୯.୫୪ ରୁ ୧୧.୩୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)