Advertisment
ସୈାର ମକର ମାସ ମାଘ କୃଷ୍ଣପକ୍ଷ ଇଂରାଜୀ ତାରିଖ ୧୭ ଶନିବାର। ଚନ୍ଦ୍ର - ଧନୁ ଅହୋରାତ୍ର। ତିଥି – ୧୪ଶୀ ରାତ୍ରି ୧୨.୦୪ ଗତେ ଅମାବାସ୍ୟା। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ଦିବା – ୧୦.୩୪ ରୁ ୦୧.୦୨
ରାତ୍ରି – ୦୮.୦୧ ରୁ ୧୦.୩୮
ରାତ୍ରି – ୧୨.୨୨ ରୁ ୦୨.୦୭
ରାତ୍ରି – ୦୨.୫୯ ରୁ ୦୪.୪୩
ଅଶୁଭ ସମୟ -
ରାହୁକାଳ – ଦିବା ୦୯.୧୨ ରୁ ୧୦.୩୪
କାଳବେଳା – ପ୍ରାତଃ ୦୬.୨୭ ରୁ ୦୭.୫୦ ଓ ଦିବା ୦୪.୦୩ ରୁ ୦୫.୨୫
ବାରବେଳା – ଦିବା ୦୧.୧୮ ରୁ ୦୨.୪୧
କାଳରାତ୍ରି - ସନ୍ଧ୍ୟା ୦୫.୨୫ ରୁ ୦୭.୦୩ ଓ ନିଶାନ୍ତ ୦୪.୫୦ ରୁ ୦୬.୨୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)