ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୭ ମଙ୍ଗଳବାର । ଚନ୍ଦ୍ର – ମକର ଦିବା ୦୯.୦୪ ଗତେ କୁମ୍ଭ । ତିଥି - ଅମାବାସ୍ୟା ସନ୍ଧ୍ୟା ୦୫.୩୦ ଗତେ ପ୍ରତିପଦ । ଘାତଚନ୍ଦ୍ର - ସିଂହ ରାଶିର , ଦିବା ୦୯.୦୪ ଗତେ ମିଥୁନ ଓ ମୀନ ରାଶିର । ଘାତବାର – ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୦୯.୦୯ ରୁ ୧୦.୫୨
ଦିବା – ୦୧.୦୯ ରୁ ୦୧.୨୬
ଦିବା – ୦୪.୧୭ ରୁ ୦୪.୫୭
ସନ୍ଧ୍ୟା – ୦୫.୪୩ ରୁ ୦୬.୩୩
ରାତ୍ରି – ୦୯.୦୪ ରୁ ୧୧.୩୫
ରାତ୍ରି – ୦୨.୦୬ ରୁ ୦୩.୪୬
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୫୧ ରୁ ୦୪.୧୭
କାଳବେଳା - ଦିବା ୦୧.୨୬ ରୁ ୦୨.୫୧
ବାରବେଳା- ପ୍ରାତଃ ୦୭.୪୩ ରୁ ୦୮.୫୧
କାଳରାତ୍ରି – ସନ୍ଧ୍ୟା ୦୭.୧୭ ରୁ ୦୮.୫୧
Today Panchang 17th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୭ ମଙ୍ଗଳବାର । ଚନ୍ଦ୍ର – ମକର ଦିବା ୦୯.୦୪ ଗତେ କୁମ୍ଭ । ତିଥି - ଅମାବାସ୍ୟା ସନ୍ଧ୍ୟା ୦୫.୩୦ ଗତେ ପ୍ରତିପଦ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)