Advertisment
ଆଜିର ପଞ୍ଚାଙ୍ଗ
ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୬ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ଦିବା ୧୨.୪୩ ଗତେ ସିଂହ । ତିଥି - ୧୦ମୀ ଦିବା ୧୦.୩୫ ଗତେ ୧୧ଶୀ । ଘାତଚନ୍ଦ୍ର – ଦିବା ୧୨.୪୩ ଗତେ କର୍କଟ ଓ ମକର ରାଶିର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୫.୪୫ ରୁ ୦୭.୧୭
ସନ୍ଧ୍ୟା – ୦୬.୦୮ ରୁ ୦୯.୨୭
ରାତ୍ରି – ୦୧.୦୫ ରୁ ୦୩.୧୬
ରାତ୍ରି – ୦୪.୦୬ ରୁ ୦୫.୪୫
ଅଶୁଭ ସମୟ -
ରାହୁକାଳ - ଦିବା ୧୨.୫୮ ରୁ ୦୨.୨୫
କାଳବେଳା - ଦିବା ୦୨.୨୫ ରୁ ୦୩.୫୨
ବାରବେଳା- ଦିବା ୦୩.୫୨ ରୁ ୦୫.୧୮
କାଳରାତ୍ରି – ରାତ୍ରି ୧୧.୩୨ ରୁ ୦୧.୦୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)