Advertisment

Today Panchang 16th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୬ ରବିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି - ୧୨ଶୀ ନିଶାନ୍ତ ୦୪.୪୭ ଗତେ ୧୩ଶୀ। ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର।

Panchang

Panchang Photograph: (OTV)

Advertisment

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୬ ରବିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି - ୧୨ଶୀ ନିଶାନ୍ତ ୦୪.୪୭ ଗତେ ୧୩ଶୀ। ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ନିଶାନ୍ତ ୦୪.୪୭ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୪୩ ରୁ ୦୮.୫୬
ଦିବା - ୧୨.୫୪ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୩.୪୦
ରାତ୍ରି – ୦୭.୩୮ ରୁ ୦୯.୨୨
ରାତ୍ରି – ୧୧.୫୭ ରୁ ୦୧.୦୮
ରାତ୍ରି – ୦୨.୪୫ ରୁ ୦୬.୦୦
ଅଶୁଭ ସମୟ-
ରାହୁକାଳ- ଦିବା ୦୩.୪୦ ରୁ ୦୫.୦୩
କାଳବେଳା - ଦିବା ୧୧.୩୧ ରୁ ୧୨.୫୪
ବାରବେଳା- ଦିବା ୧୦.୦୮ ରୁ ୧୧.୩୧
କାଳରାତ୍ରି – ରାତ୍ରି ୦୧.୦୮ ରୁ ୦୨.୪୫

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ