Advertisment

Today Panchang 16th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୬ ମଙ୍ଗଳବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି – ୧୨ଶୀ ରାତ୍ରି ୧୧.୫୭ ଗତେ ୧୩ଶୀ। ଘାତଚନ୍ଦ୍ର – ନାସ୍ତି। ଘାତବାର- ମକର ରାଶିର।

Panchang Today 28th August 2024
Advertisment

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୬ ମଙ୍ଗଳବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି – ୧୨ଶୀ ରାତ୍ରି ୧୧.୫୭ ଗତେ ୧୩ଶୀ। ଘାତଚନ୍ଦ୍ର – ନାସ୍ତି। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୨.୦୯ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୫୭ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୧୭ ରୁ ୦୭.୦୧
ଦିବା – ୦୯.୦୦ ରୁ ୧୧.୨୦
ସନ୍ଧ୍ୟା – ୦୫.୦୬ ରୁ ୦୬.୪୫
ରାତ୍ରି – ୦୮.୨୪ ରୁ ୦୮.୩୭
ରାତ୍ରି – ୦୯.୩୦ ରୁ ୧୨.୦୮
ରାତ୍ରି – ୦୧.୫୪ ରୁ ୦୩.୪୦
ନିଶାନ୍ତ - ୦୪.୩୨ ରୁ ୦୬.୧୮
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୨୪ ରୁ ୦୩.୪୫
କାଳବେଳା - ଦିବା ୦୧.୦୩ ରୁ ୦୨.୨୪
ବାରବେଳା- ପ୍ରାତଃ ୦୭.୩୮ ରୁ ୦୯.୦୦
କାଳରାତ୍ରି – ସନ୍ଧ୍ୟା ୦୬.୪୫ ରୁ ୦୮.୨୪

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ