Panchang Photograph: (OTV)
ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୫ ଶନିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି - ୧୧ଶୀ ରାତ୍ରି ୦୨.୩୭ ଗତେ ୧୨ଶୀ। ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୩୫ ଗତେ ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୨.୩୭ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।
ଶୁଭ ସମୟ-
ପ୍ରାତଃ – ୦୭.୨୭ ରୁ ୦୮.୪୫
ଦିବା – ୧୧.୫୩ ରୁ ୧୨.୫୪
ଦିବା – ୦୨.୧୭ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୩.୪୦
ରାତ୍ରି – ୦୨.୩୨ ରୁ ୦୩.୨୪
ଅଶୁଭ ସମୟ-
ରାହୁକାଳ- ଦିବା ୦୮.୪୫ ରୁ ୧୦.୦୮
କାଳବେଳା- ପ୍ରାତଃ ୦୫.୫୮ ରୁ ୦୭.୨୧ ଓ ଦିବା ୦୩.୪୦ ରୁ ୦୫.୦୩
ବାରବେଳା- ଦିବା ୧୨.୫୪ ରୁ ୦୨.୧୭
କାଳରାତ୍ରି – ସନ୍ଧ୍ୟା ୦୫.୦୩ ରୁ ୦୬.୪୦ ଓ ରାତ୍ରି ୦୪.୨୨ ରୁ ୦୫.୫୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)