Advertisment
ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୫ ଗୁରୁବାର। ଚନ୍ଦ୍ର- ବିଛା ନିଶାନ୍ତ ୦୫.୪୭ ଗତେ ଧନୁ। ତିଥି – ୧୨ଶୀ ରାତ୍ରି ୦୮.୧୬ ଗତେ ୧୩ଶୀ। ଘାତଚନ୍ଦ୍ର – ନିଶାନ୍ତ ୦୫.୪୭ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୮.୧୬ ପର୍ଯ୍ୟନ୍ତ।
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୫୫
ଦିବା – ୧୦.୫୦ ରୁ ୦୧.୦୧
ରାତ୍ରି – ୦୨.୫୮ ରୁ ୦୩.୫୧
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୧୮ ରୁ ୦୨.୪୦
କାଳବେଳା - ଦିବା ୦୨.୪୦ ରୁ ୦୪.୦୨
ବାରବେଳା- ଦିବା ୦୪.୦୨ ରୁ ୦୫.୨୪
କାଳରାତ୍ରି – ରାତ୍ରି ୧୧.୫୬ ରୁ ୦୧.୩୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)