ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୫ ରବିବାର । ଚନ୍ଦ୍ର – ମକର ଅହୋରାତ୍ର । ତିଥି - ୧୩ଶୀ ସନ୍ଧ୍ୟା ୦୫.୦୫ ଗତେ ୧୪ଶୀ । ଘାତଚନ୍ଦ୍ର - ସିଂହ ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୭.୪୭ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୧୯ ରୁ ୧୦.୦୭
ଦିବା – ୦୧.୨୬ ରୁ ୦୧.୫୪
ସନ୍ଧ୍ୟା – ୦୬.୩୨ ରୁ ୦୯.୦୪
ରାତ୍ରି – ୧୨.୨୫ ରୁ ୦୧.୩୫
ରାତ୍ରି – ୦୩.୦୯ ରୁ ୦୩.୪୭
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୧୬ ରୁ ୦୫.୪୨
କାଳବେଳା - ଦିବା ୧୨.୦୦ ରୁ ୦୧.୨୬
ବାରବେଳା- ଦିବା ୧୦.୩୫ ରୁ ୧୨.୦୦
କାଳରାତ୍ରି – ରାତ୍ରି ୦୧.୩୫ ରୁ ୦୩.୦୯
Today Panchang 15th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୫ ରବିବାର । ଚନ୍ଦ୍ର – ମକର ଅହୋରାତ୍ର । ତିଥି - ୧୩ଶୀ ସନ୍ଧ୍ୟା ୦୫.୦୫ ଗତେ ୧୪ଶୀ । ଘାତଚନ୍ଦ୍ର - ସିଂହ ରାଶିର ଅହୋରାତ୍ର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)