Panchang Photograph: (OTV)
Advertisment
ଆଜିର ପଞ୍ଚାଙ୍ଗ
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୫ ସୋମବାର ।
ଚନ୍ଦ୍ର- ତୁଳା ଅହୋରାତ୍ର
ତିଥି – ୧୧ଶୀ ରାତ୍ରି ୦୯.୨୦ ଗତେ ୧୨ଶୀ
ଘାତଚନ୍ଦ୍ର – ନାସ୍ତି
ଘାତବାର- ମିଥୁନ ରାଶିର
ପୁଷ୍କର ଦୋଷ – ରାତ୍ରି ୦୯.୨୦ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
Advertisment
ଶୁଭ ସମୟ-
ପ୍ରାତଃ – ୦୬.୧୭ ରୁ ୦୭.୩୮
ଦିବା – ୦୯.୧୦ ରୁ ୧୧.୨୦
ରାତ୍ରି – ୦୭.୪୪ ରୁ ୧୦.୦୩
ରାତ୍ରି – ୦୨.୪୬ ରୁ ୦୩.୩୯
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୩୮ ରୁ ୦୮.୫୯
କାଳବେଳା - ପ୍ରାତଃ ୦୭.୩୮ ରୁ ୦୮.୫୯
ବାରବେଳା- ଦିବା ୦୨.୨୩ ରୁ ୦୩.୪୫
କାଳରାତ୍ରି – ରାତ୍ରି ୧୦.୦୩ ରୁ ୧୧.୪୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/15/panchang-2025-12-15-08-56-58.jpg)